ବେନାମି
ଦେଖଣା
ବେନାମି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ସ୍ୱନାମି—ବିପରୀତ)
ବେନାମ, ବେନାମାଅନ୍ୟରୂପ
ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ବେ+ନାମ=ନାମ, ଯଶ)
[ସମ୍ପାଦନା]ଅନ୍ୟ ନାମରେ ପ୍ରକାଶିତ ହୋଇଥିବା ବା କ୍ରୀତ ହୋଇ— ଥିବା —୧. (prroperty) Benami; purchased in the name of a person other than the real owner; held in another person's name.
- ୨. ନାମ ଦିଆ ନ ଯାଇ ପ୍ରକାଶିତ ହୋଇଥିବା —୨. Anonymous.
- ୩. ନାମ ମାତ୍ର —୩. Nominal; fictitious.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବେନାମି ଚିଠି (ଦେଖ) -
୧. Benāmi chiṭhi (See)
- ୨. ବେନାମି କାରବାର (ଦେଖ) - —୨. Benāmi kārabāra (See)