ବେନାମି କବାଲା
ଦେଖଣା
ବେନାମି କବାଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେନାମି କବାଲା
|
ବୈଦେଶିକ - ବିଶେଷ୍ୟ - (କଚିରିଆ; ଫା)
[ସମ୍ପାଦନା]ଯେଉଁ କବାଲାରେ ଖରିଦଦାର ବୋଲି ଯାହାର ନାମ ଉଲ୍ଲେଖ ଥାଏ ସେ ପ୍ରକୃତି ଖରିଦଦାର ନ ଥାଇ ଅନ୍ୟ ବ୍ୟକ୍ତି ବା ବିକ୍ରେତା ସେ ସମ୍ପତ୍ତିର ପ୍ରକୃତି ପକ୍ଷରେ ମାଲିକ ଥାଏ —A Benami kabālā or deed of sale in the name of an ostensible purchaser.