ବେନାମି କରିବା
ଦେଖଣା
ବେନାମି କରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବେନାମି କରିବା
|
ଦେଶଜ - କ୍ରି. (କଚିରିଆ)
[ସମ୍ପାଦନା]ମହାଜନ ଆଦିଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଆପଣାର କୌଣସି ସମ୍ପତ୍ତିକୁ ବିଶ୍ୱାସରେ ଅନ୍ୟ ନାମରେ କାଗଜ ପତ୍ରରେ ଦରଜ୍ କରାଇ ଦେବା —To have one's property transferred nominally to another person.