ବେନାମି ତମସୁକ
ଦେଖଣା
ବେନାମି ତମସୁକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବେନାମି ତମସୁକ
|
ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫା)
[ସମ୍ପାଦନା]- ୧. ଯେଉଁ ତମସୁକରେ ଲେଖାଯିବା ମହାଜନ ପ୍ରକୃତ ମହାଜନ ନ ଥାଇ ଅନ୍ୟ ବ୍ୟକ୍ତି ମହାଜନ ହୋଇଥାଏ —୧. A bond executed in favour of an ostensible creditor.
- ୨. ମହାଜନଙ୍କ ଦାଉରୁ ଆପଣା ସମ୍ପତ୍ତି ରକ୍ଷା କରିବା ଉଦ୍ଦେଶ୍ୟରେ ବିନା ଟଙ୍କାନେଣଦେଣରେ ଅନ୍ୟ ବ୍ୟକ୍ତିକୁ ମହାଜନରୂପେ ଠିଆ କରାଇ କରାଯିବା ତମସୁକ — ୨. A fictitious bond executed without passing of consideration.