Jump to content

ବେନି

ଉଇକିଅଭିଧାନ‌ରୁ

ବେନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (କେବଳ ପଦ୍ୟରେ ବ୍ୟବହୃତ) (ପ୍ରା. ବିର୍ଣ୍ଣି)

[ସମ୍ପାଦନା]
୧. ଦୁଇ ସଂଖ୍ୟକ —୧. Two.
୨. ଉଭୟ — ୨. Both.

(ଉ—ଶୁଣୁଥିବା ଏକା ଡ଼େରି ବେନି ଶ୍ରତି କୃଷ୍ଣସିଂହ ମହାଭାରତ ବନ)