ବେନିକୁଳ
(ସ୍ତ୍ରୀମାନଙ୍କର) ବାପ ଘର ଓ ଶାଶୁ ଘର ===
(ଉ—ସର୍ବ ସମ୍ପଦ ବେନିକୁଳ, ଛାଡ଼ିଲୁ ଯେହ୍ନେ ଛଡ଼ା ଫୁଲ ଭୁପତି ପ୍ରେମପଞ୍ଚାମୃତ)