Jump to content

ବେନିୟତ

ଉଇକିଅଭିଧାନ‌ରୁ

ବେନିୟତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ଫାରାସୀ - ବେ+ସଂସ୍କୃତ - ନିୟତିରୁ)

[ସମ୍ପାଦନା]
୧. କୃତଘ୍ନ —୧. Ungreatful.
୨. ନିମକହାରାମ; ଅଣବିଶ୍ୱାସୀ —୨. Unfaithful; perfidious.
୩. ଯେ କୌଣସି ବିଷୟ ପ୍ରତି ବହୁ— କାଳ ଆସ୍ଥା ବା ଭକ୍ତି ରକି ନ ପାରେ —୩. Inconstant; fickle.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗର ନିୟତି; କୃତଘ୍ନତା ୧. Ingratitude.
୨. ନିମକ ହାରାମି —୨. Perfidy.
୩. ମାନସିକ ଦୃଢ଼ତାର ଅଭାବ —୩. Inconstancy.
୪. ଦୂରଦୃଷ୍ଟ; ମନ୍ଦଭାଗ୍ୟ; ଦୁର୍ଭାଗ୍ୟ —୪. Misfortune.