Jump to content

ବେନିୟାନ୍

ଉଇକିଅଭିଧାନ‌ରୁ

ବେନିୟାନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଣିକ)

[ସମ୍ପାଦନା]

ଅଣ୍ଟା ପର୍ଯ୍ୟନ୍ତ ଲମ୍ୱ ଜାଲ ବୁଣା କୁର୍ତ୍ତା; ଗେଞ୍ଜି —A gauze underwear; banian.

[ଦ୍ରଷ୍ଟବ୍ୟ —ପୂର୍ବେ କଲିକତାର ବଣିଆମାନେ ଏହିପରି ଅଧା କୁରୁତା ପିନ୍ଧୁଥିବାରୁ ସାହେବମାନେ ଏହି କୁର୍ତ୍ତାକୁ ଏହି ନାମ ଦେଇ ଅଛନ୍ତି]