ବେନ୍ଦ୍ରୀ
କୁତ୍ସିତା ସ୍ତ୍ରୀ —A bad woman.
[ଉ— ଘରେ ନାହିଁ ଚେନ୍ଦ୍ରି (ଚିରାକନା), ବାଲ କୁରୁଚେ (ମୁଣ୍ଡ କୁଣ୍ଡାଉଛି) ବେନ୍ଦ୍ରୀ ଢ଼ଗ]