Jump to content

ବେପମାନ

ଉଇକିଅଭିଧାନ‌ରୁ

ବେପମାନ

ଉଚ୍ଚାରଣ

[ସମ୍ପାଦନା]
(ବେପମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବେପ୍ ଧାତୁ+ କର୍ତ୍ତୃ. ଆନ)

[ସମ୍ପାଦନା]

କମ୍ପମାନ; ଯେ କମ୍ପୁଅଛି —Shaking; quaing; quivering; trembling; shivering.