Jump to content

ବେପାର

ଉଇକିଅଭିଧାନ‌ରୁ

ବେପାର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ୟବହାର; ବ୍ୟାପାର)

[ସମ୍ପାଦନା]
୧. ବ୍ୟବସାୟ; ବାଣିଜ୍ୟ —୧. Trade; business.

(ଉ—ତାହାଙ୍କ ମଧ୍ୟେ ଯେ ସୁବୁଦ୍ଧି, ଜାଣେ ବେପାର ସଦବୁଦ୍ଧି ଜଗନ୍ନାଥ— ଭାଗବତ)

୨. ପେଶା; ଜୀବିକା —୨. Profession.
୩. ଘଟଣା; ବ୍ୟାପାର; କାର୍ଯ୍ୟ —୩. Event; work; action.
୪. ଅଳ୍ପ ମୂଳଧନରେ ବ୍ୟବସାୟ — ୪. Petty trade.
୫. ଆଡ଼ତି; ପାଇଟି; କାମ — ୫. The works of a household.

(ଉ—ଯଶୋଦା ବୋଲନ୍ତି ଉତ୍ତର, ଘର ବେପାର ତୁମ୍ଭେ କର ଜଗନ୍ନାଥ ଭାଗବତ)