Jump to content

ବେପାରୀ

ଉଇକିଅଭିଧାନ‌ରୁ

ବେପାରୀ

ଉଚ୍ଚାରଣ

[ସମ୍ପାଦନା]

(ବେପାରିଆ—ଅନ୍ୟରୂପ)

  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ୟାପାରୀ)

[ସମ୍ପାଦନା]
୧. ବ୍ୟବସାୟୀ; ବଣିଜ୍ — ୧. Trader; trademan.
୨. ଛୋଟ ବଣିକ୍ — ୨. A petty trader.

(ଉ— ବେପାରୀ ବଣିଜାର ପ୍ରାୟେ ସଂସାର ମାର୍ଗେ ଭ୍ରମୁଥାଏ— ଜଗନ୍ନାଥ ଭାଗବତ)

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଗଞ୍ଜାମର ପାଟକବିଶେଷ —A caste in Ganjam.