ବେପାର ବଣିଜ
ଦେଖଣା
ବେପାର ବଣିଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେପାର ବଣିଜ
|
ଦେଶଜ - ବିଶେଷ୍ୟ - (ସହଚର; ସଂସ୍କୃତ - ବ୍ୟାପାର+ ବାଣିଜ୍ୟ)
[ସମ୍ପାଦନା]ବ୍ୟବସାୟ —Trade; business.
(ଉ— ଏ କଥା, ସେ କଥା ବେପାର ବଣିଜ କଥା ହେଉଁ ହେଉଁ ବିଲାପ୍ରସଙ୍ଗ ପଡ଼ିଲା ଫକୀରମୋହନ ଗଳ୍ପସ୍ୱଳ୍ପ)