Jump to content

ବେବଖତ୍

ଉଇକିଅଭିଧାନ‌ରୁ

ବେବଖତ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବେବଖ୍ତ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବେ+ବଖତ୍)

[ସମ୍ପାଦନା]
୧. ଅସମୟ — ୧. Bad time; improper time.
୨. ଦୁଃସମୟ —୨. Bad times.

ବୈଦେଶିକ - ବିଶେଷଣ - (ଫାରାସୀ - )

[ସମ୍ପାଦନା]
୧. ଅସାମୟିକ —୧. Untimely.
୨. ଅକାଳଜ —୨. Premature.