ବେବରଦାସ୍ତି
ଦେଖଣା
ବେବରଦାସ୍ତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେବରଦାସ୍ତି
|
ବୈଦେଶିକ - ବିଣ—(ଫାରାସୀ - ବେ ବରଦାସ୍ତ)
[ସମ୍ପାଦନା]- ୧. ଅସହିଷ୍ଣ ୧. Impatient.
- ୨. ଅସହ୍ୟ —୨. Intolerable; unbearable.
[ଉ—ଏ କଥାଟା ନିହାଏତ ବେବରଦାସ୍ତ୍ ଫକୀର ମୋହନ. ଛମାଣ ଆଛଗୁଣ୍ଠ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅସହିଷ୍ଣୁତା — Impatience.