Jump to content

ବେବର୍ତ୍ତା ପଟନାଏକ

ଉଇକିଅଭିଧାନ‌ରୁ

ବେବର୍ତ୍ତା ପଟନାଏକ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କରଣଙ୍କ ରାଜଦତ୍ତ ଉପାଧି— ବିଶେଷ —୧. Title given to karakas.
୨. ଆଠଗଡ଼ର ରାଜବଂଶର ଉପାଧି — ୨. A family title of the Chiefs of Athgarh

[ଦ୍ରଷ୍ଟବ୍ୟ —ଏହାଙ୍କ ପୂର୍ବପୁରୁଷ ଓଡ଼ିଶା ରାଜାଙ୍କ ଅମଳରେ ଜଗନ୍ନାଥ ମନ୍ଦିରର ବେବର୍ତ୍ତା ବା କାର୍ଯ୍ୟାଧ୍ୟକ୍ଷ ଥିଲେ]