ବେଭଳ
ବିହ୍ୱଳତାଜନିତ ବାକ୍ୟ —Words uttered by a bewildered person.
[ଉ—ମୋହେ ଢଳ ଢଳ ବେଭଳ କହି—ପ୍ରାଚୀ. ରହସ୍ୟମଞ୍ଜରୀ]