Jump to content

ବେଭାରୀ

ଉଇକିଅଭିଧାନ‌ରୁ

ବେଭାରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବ୍ୟବସାୟୀ —୧. Trading.
୨. ବିଷୟ— ବୁଦ୍ଧିସମ୍ପନ୍ନ —୨. Practical.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବେପାରୀ —୧. Tradesman.
୨. ଘରର ମାମଲତ— କାର ବା କର୍ତ୍ତା —୨. The manager of a family.
୩. ଯେ ଅନ୍ୟ ବ୍ୟକ୍ତିର ସାଂସାରିକ ବିଷୟ ଦେଖାଶୁଣା କରେ —୩. Manager.