ବେଭାରେ
[ଉ—ବେଭାରେ ସେ ରାଜିତ ରାକ୍ଷସ ଶରଣରେ—ଭଞ୍ଜ. ବୈଦେହୀଶବିଳାସ ]
[ଉ—ହସ୍ତିନାପୁରେ ତାଙ୍କ ଘରେ, ବଞ୍ଚନ୍ତି ଅତିଥି ବେଭାରେ—ଜଗନ୍ନାଥ. ଭାଗବତ]