ବେମଗ୍ଦୁର
ଦେଖଣା
ବେମଗ୍ଦୁର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବେମଗ୍ଦୁର
|
ବୈଦେଶିକ - ବିଶେଷଣ - (ଫାରାସୀ - ବେ+ମକ୍ଦୁର)(କଚିରିଆ)
[ସମ୍ପାଦନା]- ୧. ଅକ୍ଷମ; ଅପାରଗ —୧. Unable.
- ୨. କ୍ଷମତାରହିତ —୨. Powerless.
- ୩. ଋଣ ପରିଶୋଧ କରିବାକୁ ଅକ୍ଷମ; ଦେବାଲିଆ —୩. Insolvent.