ବେମଗ୍ଦୁର ଦରଖାସ୍ତ
ଦେଖଣା
ବେମଗ୍ଦୁର ଦରଖାସ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେମଗ୍ଦୁର ଦରଖାସ୍ତ
|
ଦେଶଜ - ବିଶେଷ୍ୟ - (କରିଚିଆ)
[ସମ୍ପାଦନା]ଯେଉଁ ଦରଖାସ୍ତଦ୍ୱାରା ଋଣଜାଲଗ୍ରସ୍ଥ ବ୍ୟକ୍ତି ଆପଣାର ଅତ୍ୟଧିକ ଋଣକୁ ପରିଶୋଧ କରି ପାରିବାକୁ ଅକ୍ଷମ ଜାଣି ଅପଣାର ସମ୍ପତ୍ତିକୁ ଅଦାଲତଙ୍କ ହାତରେ ସମର୍ପଣ କରେ ଓ ଅଦାଲତ ଉକ୍ତ ବ୍ୟକ୍ତିର ସମ୍ପତ୍ତିକୁ ବିକ୍ରୟ କରାଇ ମହାଜନମାନଙ୍କୁ ଡ଼କାଇ ସମ୍ପତ୍ତିର ପରିମାଣ ଅନୁସାରେ ମହାଜନମାନଙ୍କ ଦେଣାକୁ ହାରାହାରି ଭାବରେ ପରିଶୋଧ କରନ୍ତି ଓ ଉକ୍ତ ବ୍ୟକ୍ତିକୁ'ବେମଗଦୁର' ବା ଋଣ ପରିଶୋଧ କରିବାକୁ ଅକ୍ଷମ ବୋଲି ଘୋଷଣା ତାକୁ ଋଣ ଦାୟିତ୍ୱରୁ ନିଷ୍କୃତି ଦିଅନ୍ତି —A petition to the Judge to be declared 'Insolvent'