Jump to content

ବେମନାସଫ୍

ଉଇକିଅଭିଧାନ‌ରୁ

ବେମନାସଫ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଣ—(ଫାରାସୀ - ବେମୁନାସିବ୍)

[ସମ୍ପାଦନା]
୧. ଅପସନ୍ଦ; ବେପସନ୍ଦ; ଅମନୋନୀତ — ୧. Unapproved.
୨. ଅଯଥା; ଅନୁପଯୁକ୍ତ — ୨. Improper.
୩. ଅଯୋଗ୍ୟ —୩. Unfit.