Jump to content

ବେରଙ୍ଗ

ଉଇକିଅଭିଧାନ‌ରୁ

ବେରଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବି—(ଫାରାସୀ - ବେରଙ୍)

[ସମ୍ପାଦନା]
୧. ଅନ୍ୟରଙ୍ଗ; ବର୍ଣ୍ଣା— ନ୍ତର —୧. Another colour.
୨. ବଦରଙ୍ଗ; ତାସ ଖେଳରେ କଟା ହୋଇଥିବା ରଙ୍ଗ ବ୍ୟତୀତ ଅନ୍ୟ ରଙ୍ଗର ତାସ —୨. Cards of class different from the one which has turned out at the cutting.
୩. ଯେଉଁ ଡାକ ଚିଠିରେ ପ୍ରେରକ ଟିକଟ ମାରି ନ ଥାଏ; ବେଆରିଙ୍ଗ —୩. Unpaid letter.

ବୈଦେଶିକ - ବିଶେଷଣ -

[ସମ୍ପାଦନା]
୧. ଅନ୍ୟ ବର୍ଣ୍ଣଯୁକ୍ତ — ୧. Of another colour.
୨. ବିବର୍ଣ୍ଣ; ଯାହାର ରଙ୍ଗ ବା ବର୍ଣ୍ଣ ବିକୃତ ହୋଇଥାଏ —୨. Pale; discoloured.
୩. ବର୍ଣ୍ଣହୀନ —୩. Colourless.
୪. ପ୍ରଭାହୀନ — ୪. Shorn of lustre.