Jump to content

ବେରାମି ପଡ଼ିବା

ଉଇକିଅଭିଧାନ‌ରୁ

ବେରାମି ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବେରାମ(ମି) ଧରିବା—ବିଶେଷ୍ୟ ରୂପ]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ରୋଗାକ୍ରାନ୍ତ ହେବା —୧. To be attacked with sickness.
୨. ରୋଗାକ୍ରାନ୍ତ ହୋଇ ଶଯ୍ୟାଗତ ହେବା —୨. To be laid up with a sickness.