ବେରାମ୍
ଦେଖଣା
ବେରାମ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ବେରାମିଆ—ଅନ୍ୟରୂପ]
ବୈଦେଶିକ - ବିଶେଷ୍ୟ - (ଫାରାସୀ - ବେ+ଆରାମ)
[ସମ୍ପାଦନା]ବେମାରି; ରୋଗ — Disease; illness; sickness.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବେମାର; ରୁଗ୍ଣ — ୧. Diseased; laid with illness.
- ୨. ରୋଗାକ୍ରାନ୍ତ —୨. Attacked with disease; sick; ailing and delicate in health.