ବେରିଜି ତେରିଜୀ
ଦେଖଣା
ବେରିଜି ତେରିଜୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେରିଜି ତେରିଜୀ
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ବେରିଜ+ତେରିଜ୍)
[ସମ୍ପାଦନା]କାଗଜରେ ଉପର୍ଯ୍ୟୁପରି ଲେଖାଥିବା ହିସାବମାନ ଠିକ୍ ଅଛି କି ନାହିଁ ଜାଣିବା ପାଇଁ ଶେଷ ବା ଡାହାଣ ପାଖର ସଂଖ୍ୟାମାନଙ୍କୁ ଯୋଗ କରିବା (ତେରଜି) ଓ ତରଳ ମିଶା ହୋଇଥିବା (ଟୋଟାଲ) ସଂଖ୍ୟାମାନଙ୍କୁ ସର୍ବ ମୋଟ ସଂଖ୍ୟାରୁ (ମୋଟ ଟୋଟାଲରୁ) ଫେଡ଼ି ହିସାବ ଠିକ୍ ଥିବାରୁ ଚେକ୍ କରିବାର ନାମ ବେରିଜି —Adding up the figures in an account longitudinally and horizontally and checking the correctness thereof.