Jump to content

ବେରୂପା

ଉଇକିଅଭିଧାନ‌ରୁ

ବେରୂପା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବିରୂପ)

[ସମ୍ପାଦନା]
୧. ବିଶ୍ରୀ; ଶ୍ରୀହୀନ; କୁତ୍ସିତରୂପ— ବିଶିଷ୍ଟ —୧. Ugly; deformed.
୨. ଅସୁନ୍ଦର — ୨. Not beauriful.
୩. ବିବର୍ଣ୍ଣ —୩. Pale; discoloured.
୪. ଯାହାର ସୁନ୍ଦର ରୂପ ପରେ ନାନା କାରଣରୁ ମ୍ଳାନ ହୋଇଥାଏ —୪. Hahing one's countenance become pale.