Jump to content

ବେର୍ହା

ଉଇକିଅଭିଧାନ‌ରୁ

ବେର୍ହା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ବେଷ୍ଟନ)

[ସମ୍ପାଦନା]
୧. ସ୍ତ୍ରୀମାନଙ୍କ ପିନ୍ଧାଲୁଗା ତଳେ ପିନ୍ଧାଯିବା ଛୋଟ କନା —୧. A small bit of rag used by females as underwear below her lion cloth.
୨. ଝିଅମାନଙ୍କ ବ୍ୟବହାର୍ଯ୍ୟ ବଡ଼ କଉପୁନୀ —୨. A long strip of cloth tugged along the privities by girls.

[ଦ୍ରଷ୍ଟବ୍ୟ — ଏହାର ବିପରୀତ ସାନ କଉପୁନୀ=ଛେଦା]