ବେଲଣା ପିଢ଼ି
ଦେଖଣା
ବେଲଣା ପିଢ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେଲଣା ପିଢ଼ି
|
(ବେଲଣା ଚକି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେଲ୍ଲନପୀଠ)
[ସମ୍ପାଦନା]ଯେଉଁ କାଷ୍ଠ ପଳକ ବା ପୀଠ ଉପରେ ମଇଦାର ଗୁଳା ରଖି ବେଲଣା କାଠିଦ୍ୱାରା ରୁଟି ବେଲିବାକୁ ହୁଏ —A slab of plane wood on which balls of kneaded bread are rolled into shape.