ବେଲପତୁରି
ଦେଖଣା
ବେଲପତୁରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେଲପତୁରି
|
ଦେଶଜ - ବିଶେଷଣ - (ସଂସ୍କୃତ - ବିଲ୍ଲ+ପତ୍ର)
[ସମ୍ପାଦନା]ବେଲପତ୍ରର ଗନ୍ଧବିଶିଷ୍ଟ — Smelling like Beal leaves.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବେଲ ପତ୍ର (ଦେଖ) - —୧. Bala patra (See)
- ୨. ଯେଉଁ ଆମ୍ୱର ଗନ୍ଧ ବେଲପତ୍ରର ଗନ୍ଧ ପରି ଜଣାଯାଏ —୨. mango having the smell of beal leaves.