Jump to content

ବେଲପତ୍ରି ଚଢ଼ାଇବା

ଉଇକିଅଭିଧାନ‌ରୁ

ବେଲପତ୍ରି ଚଢ଼ାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବେଲପତ୍ରି ଦେବା, ବେଲପତ୍ରି ଲାଗି କରିବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଶିବମୂର୍ତ୍ତି ଉପରେ ବେଲ ପତ୍ରି ଅର୍ପଣ କରିବା —୧. To put beal leaves on the image of Ṡiba.
୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିଙ୍କୁ ଧନ ବା ଉପହାରଦ୍ୱାରା ସନ୍ତୁଷ୍ଟ କରିବା —୨. (figurative; ironical) To satisfy a person by money or other presents.