ବେଲବତୀ କନ୍ୟା
ଦେଖଣା
ବେଲବତୀ କନ୍ୟା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]କାହାଣୀରେ ବର୍ଣ୍ଣିତ ଶାପଗ୍ରସ୍ତା ସୁନ୍ଦରୀ କନ୍ୟା —Name of a beautiful girl described in the folk-tales as having assumed the shape of a bael fruit on account of curse.
[ଦ୍ରଷ୍ଟବ୍ୟ —ଶାପଗ୍ରସ୍ତା ହୋଇ ଏ କନ୍ୟା ଦିନଯାକ ବେଲ ମଧ୍ୟରେ ଥାଏ; ରାତିକୁ ବେଲ ମଧ୍ୟରୁ ବାହାରେ ରାଜାପୁଅ ତାର ସୌନ୍ଦର୍ଯ୍ୟରେ ମୁଗଧ ହୋଇ ତାକୁ ବିବାହ କରି ଶାପମୁକ୍ତ କରିଥିଲେ]