Jump to content

ବେଲା

ଉଇକିଅଭିଧାନ‌ରୁ

ବେଲା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କଂସା —୧. Bowl.

[ଉ—ପଖାଳ ବେଲାରେ ନେତ ମୁହଁ ଡୁବାଇ ଦେଲେ x x ଗାଳି ଦିଏ ଫକୀରମୋହନ. ଛମାଣ ଆଠଗୁଣ୍ଠ]

୨. ବଡ଼ କାସ୍ୟ ପାତ୍ର —୨. A big bell metal dish.
୩. ରୁଟି ବେଲିବା କର୍ମ —୩. The act of rolling flour paste into rolls.

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)

[ସମ୍ପାଦନା]

ମଲ୍ଲୀ ଫୁଲ —jasmine.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ବେଳା; ସମୟ —Time.