Jump to content

ବେଲାଜ୍ୟା

ଉଇକିଅଭିଧାନ‌ରୁ

ବେଲାଜ୍ୟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବେଲାଜୁକ (ଫୁ)—ଅନ୍ୟରୂପ]

(ବେଲାଜୁକୀ—ସ୍ତ୍ରୀ) 

ଗ୍ରାମ୍ୟ - ବିଣ—(ଫାରାସୀ - କେ+ସଂସ୍କୃତ - ଲଜ୍ଜା)

[ସମ୍ପାଦନା]
୧. ନିଲ୍ଲଜ; ଅଲାଜୁକ —୧. Shameless.
୨. ଲଜ୍ଜାଜନକ (କାର୍ଯ୍ୟ) — ୨. Shameful (etc).