ବେଲାବଳି
ଦେଖଣା
ବେଲାବଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେଲାବଳି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ବେଲାଳ+ବଳୀ)— ମହାଭାରତୋକ୍ତ ଅସୁରବିଶେଷ —୧. Name of a demon mentioned in the Mahābhārata.
- ୨. (ସଂସ୍କୃତ - ବିଲାବଳ) ସଙ୍ଗୀତର ରାଗବିଶେଷ; ହିଣ୍ଡୋଳ ରାଗର ସ୍ତ୍ରୀ (ହିନ୍ଦୀ - ଶ) —୨. Name of a secondary musical tune.