Jump to content

ବେଲି

ଉଇକିଅଭିଧାନ‌ରୁ

ବେଲି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବେଲ୍ଲ୍ ଧାତୁ—ଚଞ୍ଚଳ ହେବା; ସଂସ୍କୃତ - ବେଲ୍ଲ ହଳ— କେଳିନାଗରୀ; କିମ୍ୱା ସଂସ୍କୃତ - ବ୍ୟଲୀକ)

[ସମ୍ପାଦନା]
୧. ପରିହାସ; ଥଟ୍ଟା —୧. Jesting.
୨. ଭଙ୍ଗୀ; ଛଇ; କୌତୁକ —୨. Trick; sport; amusement.
୩. ଢଙ୍ଗ —୩. Mode; manner.

(ଉ—ଯେଉଁ କାଳେ ଯେଉଁ ଯୋନି ମୁଁ ଆଶ୍ରା କରେଁ, ସେ କାଳରେ ଚାଲଇଁ ସେ ଚାରି ବେଲିରେ କୃଷ୍ଣସିଂହ. ମହାଭାରତ ଅଶ୍ୱମେଧ)

୪. ଛଟା ଗାଳିବା —୪. Feigning.
୫. ରସିକତା —୫. Gallantry.
୬. ମିଥ୍ୟାକଥା — ୬. False words.
୭. ଛୋଟ ବେଲା ବା କଂସା — ୭. Small metal bowl.

[ଦ୍ରଷ୍ଟବ୍ୟ —ବଙ୍ଗଳା 'ବେଲୀ'ର ଅର୍ଥ ଫନ୍ଦଉଚ୍ଚା ଥାଳୀ]