ବେଲେଶ୍ୱର
ଦେଖଣା
ବେଲେଶ୍ୱର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୁରୀଠାରୁ ଚାରି ପାଞ୍ଚକ୍ରୋଶ ଦୂରବର୍ତ୍ତୀ ସମୁଦ୍ର— କୂଳରେ ଥିବା ବେଲେଶ୍ୱର ନାମକ ଗ୍ରାମ ଓ ତହିଁରେ ପ୍ରତିଷ୍ଠିତ ଶିବଲିଙ୍ଗ —Name of village and the image of Ṡiba on the sea-shore ୮ or ୧୦ miles from the town of Puri ବେଲେଶ୍ୱରେ ଦିବ୍ୟ
(ଉ—ସୁଯୋଗ ଜାଣି ଶାଣିରେ ବାଣ ରାଧାନାଥ. ଚନ୍ଦ୍ରଭାଗା)