ବେଲ୍ କଣ୍ଟା
ଦେଖଣା
ବେଲ୍ କଣ୍ଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେଲ୍ କଣ୍ଟା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସ୍ତ୍ରୀଲୋକନାନେ ବଙ୍ଗାଳିଆ ବେଣୀ ବାନ୍ଧି ତାକୁ ଗୋଟିଏ ଖୋପ କରି ଗୁଡ଼ାଇ ଉକ୍ତ ବେଣୀକୁ ଦୃଢ଼ ଭାବରେ ରଖାଇବା ପାଇଁ ସେହି ଖୋପାରେ ଯେଉଁ କଣ୍ଟା ଗୁଞ୍ଜନ୍ତି —Small hair pins fixed to the coiled braid of hair to make it remain firm in its position.