ବେଲ ପଣା
ଦେଖଣା
ବେଲ ପଣା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବେଲ ପଣା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେଳ୍ୱ+ପାନକ)
[ସମ୍ପାଦନା]ପାଚିଲା ବେଲର ଶସକୁ ପାଣିରେ ଗୋଳି ଛାଣିବାକୁ ହୁଏ; କନ୍ଦ ବା ଚିନି ମିଶାଇ ଯେଉଁ ପ୍ରପାନକ ପ୍ରସ୍ତୁତ ହୁଏ ତାକୁ ବେଲପଣା କହନ୍ତି —Sweet drink made by mixing the kernel of ripe bael fruit in water and sweetening it.