Jump to content

ବେଲ ପତ୍ର

ଉଇକିଅଭିଧାନ‌ରୁ

ବେଲ ପତ୍ର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଳ୍ୱ+ପତ୍ର)

[ସମ୍ପାଦନା]
୧. ବେଲ ଗଛର ପତ୍ର —୧. Beal leaves.

[ଦ୍ରଷ୍ଟବ୍ୟ —ଏହାର ଗନ୍ଧ ବଡ଼ ହୃଦ୍ୟ, ଏହା ତିଶାଖା ଓ ମହାଦେବଙ୍କ ଉପରେ ଦିଆଯାଏ]

୨. (ଲକ୍ଷଣାର୍ଥ) ପ୍ରାର୍ଥୀ କର ଲଭ କରିବା ପାଇଁ ମହାଦେବଙ୍କ ମୁଣ୍ଡରେ ଅର୍ପଣ କରିବା ବେଲପତ୍ରି ପରି କାର୍ଯ୍ୟପ୍ରାର୍ଥୀ କାର୍ଯ୍ୟାଧ୍ୟକ୍ଷ ବ୍ୟକ୍ତିକୁ ଦେବା ବା ଭେଟିବା ଉତ୍କୋଚ ଆଦି —୨. (figurative) Bribe or presents given to one in authority for confering a post or doing some favour just as bael leaves are offered by votaries of Ṡiba for obtaining some boom.