Jump to content

ବେଲ ପାଚିଲା, କୁଆର କି ଗଲା

ଉଇକିଅଭିଧାନ‌ରୁ

ବେଲ ପାଚିଲା, କୁଆର କି ଗଲା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଢଗ; ନ୍ୟାୟ)

[ସମ୍ପାଦନା]

ବେଲ ଫଳ କଠିଣ ଆବରଣଦ୍ୱାରା ଆବୃତ ଥିବାରୁ ପାଚିଲା ବେଲ ଭିତରର ସୁସ୍ୱାଦୁ ଶସ ଖାଇବାରେ କୁଆ ନିରାଶ ହୁଏ; ଏପରି ସ୍ଥଳରେ କୌଣସି ଅପ୍ରାପ୍ୟ ବସ୍ତୁ ସମ୍ୱନ୍ଧେ ଲୋକ ଆଶା ନ କରିବା ପାଇଁ ଏ ଢଗ ବୋଲାଯାଏ —An analogy from the fact that the crow does not rejoice when the bael fruits become ripe (as the crow cannot eat it on account of its hard rind).