ବେଲ ମୁରବା
ଦେଖଣା
ବେଲ ମୁରବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେଲ ମୁରବା
|
ଦେଶଜ - ବି—(ସଂସ୍କୃତ - ବିଲ୍ୱ+ଫାରାସୀ - ମୁରବ୍ୱା)
[ସମ୍ପାଦନା]ପାଚିଲା ବେଲର ଖୋଳ ଛଡ଼ାଇ ତା ଭିତରେ ଶସକୁ ଚେକା ଚେକକା କରି କାଟି ଚିନି ପାଗରେ ସିଦ୍ଧ କରି ତିଆରି କରାଯାଇଥିବା ରୁଚିକର ଓ ସ୍ୱାସ୍ଥ୍ୟପ୍ରଦ ମିଷ୍ଟାନ୍ନବିଶେଷ —Slices of the kernel of ripe bael fruit preserved in sugar.