Jump to content

ବେଲ ମୋରୁବ୍ୱା

ଉଇକିଅଭିଧାନ‌ରୁ

ବେଲ ମୋରୁବ୍ୱା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବିଲ୍ୱ+ଫାରାସୀ - ମୁରବ୍ୱା)

[ସମ୍ପାଦନା]

ପାଚିଲା ବେଲର ଖୋଳ ଛଡ଼ାଇ ତା ଭିତରେ ଶସକୁ ଚେକା ଚେକକା କରି କାଟି ଚିନି ପାଗରେ ସିଦ୍ଧ କରି ତିଆରି କରାଯାଇଥିବା ରୁଚିକର ଓ ସ୍ୱାସ୍ଥ୍ୟପ୍ରଦ ମିଷ୍ଟାନ୍ନବିଶେଷ —Slices of the kernel of ripe bael fruit preserved in sugar.