Jump to content

ବେଲ ଶୁଣ୍ଠା

ଉଇକିଅଭିଧାନ‌ରୁ

ବେଲ ଶୁଣ୍ଠା

ଉଚ୍ଚାରଣ

[ସମ୍ପାଦନା]

(ବେଲ ଶୁକୁଟା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବିଲୁଶଲାଟୁ; ବିଲ୍ୱପେଶିକା)

[ସମ୍ପାଦନା]

କଞ୍ଚା ବେଲକୁ କାଟି ତାହାକୁ ଔଷଧାର୍ଥ ବ୍ୟବହାର କରିବା ପାଇଁ ଶୁଖାଇ ରଖିଥିବା ଖଣ୍ଡମାନ —Slices of raw bael fruit kept dried up for medicinal purposes.