Jump to content

ବେଳକୁ ବେଳ

ଉଇକିଅଭିଧାନ‌ରୁ

ବେଳକୁ ବେଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ବେଳ ବେଳକୁ; ବେଳୁଁ ବେଳ, ବେଳୁଁ ବେଳୁ—ଅନ୍ୟରୂପ)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ସମୟାନୁସାରେ —୧. As time passes by.
୨. କ୍ରମେ କ୍ରମେ; କ୍ରମଶଃ —୨. Gradually; from time to time.