Jump to content

ବେଳସୁଁ

ଉଇକିଅଭିଧାନ‌ରୁ

ବେଳସୁଁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]
୧. ଆଗରୁ; ପୂର୍ବରୁ —୧. Beforehand.
୨. ସମୟ ଥାଉଁ ଥାଉଁ —୨. When there is still time enough.

(ଉ—ବାଳକକେ ମୋର ବୋଲ କର, ବେଳହୁଁ ଗୋବିନ୍ଦ ସୁମର—ଜଗନ୍ନାଥ, ଭାଗବତ)