Jump to content

ବେଳାଧିପ

ଉଇକିଅଭିଧାନ‌ରୁ

ବେଳାଧିପ

ଉଚ୍ଚାରଣ

[ସମ୍ପାଦନା]

ବେଳାଧିପତି, ବେଳାଧୀଶ, ବେଳାଧୀଶ୍ୱରଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍) (ଫଳିତ ଜ୍ୟୋତିଷ)

[ସମ୍ପାଦନା]

ଦିନମାନର ଏକାଦିକ୍ରମେ ଆଠ ଭାଗରୁ ପ୍ରତ୍ୟକ ଭାଗର ଅଧିପତି ଗ୍ରହ —(astrology) The planet said to preside over every succeeding ୩ hours of each week day.

[ଦ୍ରଷ୍ଟବ୍ୟ —ରବି, ଶୁକ୍ର, ବୁଧ, ଚନ୍ଦ୍ର, ଶନି, ବୃହସ୍ପତି ଓ ମଙ୍ଗଳ, ଏହି କ୍ରମରେ ଗ୍ରହମାନେ ବେଳାଧିପ ହୁଅନ୍ତି; ଯେଉଁ ବାର ହୁଏ ସେହି ଦିନ ପ୍ରଥମ ୩ ଘଣ୍ଟା ସେହି ନାମଧାରୀ ଗ୍ରହ ବେଳାଧିପ ହୁଅନ୍ତି, ତତ୍ପରେ ଉପରୋକ୍ତ କ୍ରମ ଅନୁସାରେ କ୍ରମଶଃ ପରବର୍ତ୍ତୀ ଗ୍ରହମାନେ ବେଳାଧିପ ହୁଅନ୍ତି ହିନ୍ଦୀ - ଶ]