Jump to content

ବେଳାସ୍ତ

ଉଇକିଅଭିଧାନ‌ରୁ

ବେଳାସ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେଳ+ଅସ୍ତ)

[ସମ୍ପାଦନା]

ସୂର୍ଯ୍ୟାସ୍ତ; ସନ୍ଧ୍ୟା — Evening; sunset.

(ଉ—ବେଳାସ୍ତ ହେବାର ଜାଣି ମେଲାଣି ହେଲୁଟି ଭଞ୍ଜ. ବୈଦେହୀଶବିଳାସ)