ବେଳ କାଳ
ଦେଖଣା
ବେଳ କାଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେଳ କାଳ
|
ଦେଶଜ - ବି—(ସହଚର)—(ସଂସ୍କୃତ - ବେଳା+କାଳ)
[ସମ୍ପାଦନା]- ୧. ସମୟ —୧. Time.
[ଉ—ରୋଗ ସଂଯୋଗ ବେଳକାଳ କହିଲେ ସବୁ ଏ ଯୁଗଳ ଭୂପତି. ପ୍ରେମ— ପଞ୍ଚାମୃତ]
- ୨. ଉପଯୁକ୍ତ ସମୟ —୨. Proper time or moment.
[ଉ—ଏତ ବେଳ କାଳ ହୋଇ ଅଛି ତୋହର, ଏଥିରେ ବଳ କିପାଁ ନ କରୁ କୁମର କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ]