Jump to content

ବେଳ ଘଟିବା

ଉଇକିଅଭିଧାନ‌ରୁ

ବେଳ ଘଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବେଳ ମିଳିବା, ବେଳ ହେବା, ବେଳ ପହଞ୍ଚିବା, ବେଳ ପାଇବା, ବେଳ ଆସିବା, ବେଳ ପଡ଼ିବା,—ଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି କାର୍ଯ୍ୟ ପାଇଁ ଯଥେଷ୍ଟ ସମୟ ଓ ଅବସର ମିଳିବା —୧. To find time for doing a thing.
୨. ପାଳି ପଡ଼ିବା — ୨. The arrival of one's turn.